Breaking News
ବଦ୍ରିନାଥରେ ବଡ଼ ଧରଣର ହିମସ୍ଖଳନ
Author
By
May 24, 2026 0

ବଦ୍ରିନାଥରେ ବଡ଼ ଧରଣର ହିମସ୍ଖଳନ

ଡେରାଡୁନ, ୨୪/୫(ଏଜେନ୍ସି): ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ନିକଟରେ ରବିବାର ସକାଳେ ବଡ଼ଧରଣର ହିମସ୍ଖଳନ ହୋଇଛି । କୁବେର ପ୍ରଭାତ ଅଞ୍ଚଳର କାଞ୍ଚନଗଙ୍ଗାରେ ପୂର୍ବାହ୍ଣ ୧୦ଟାରେ ଏକ ବିଶାଳକାୟ ହିମବାହ ଧସିପଡ଼ିଥିବା ସ୍ଥାନୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି । ଗ୍ଲେସିଅର ଧସିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏଥିଯୋଗୁ କେହି ମୃତାହତ ହୋଇନାହାନ୍ତି କି ଚାର ଧାମ ଯାତ୍ରା ମଧ୍ୟ ପ୍ରଭାବିତ ହୋଇନାହିଁ । 

Back to Home

What's New ?